Algebra Exercise-1(B) Linear Simultaneous Equation (ସରଳ ସହସମୀକରଣ) Quiz-2 Class 10th Odia Leave a Comment / Previous Year Question Papers, Quiz / By Ritesh Attempt the second Quiz on Linear Simultaneous Equations Enter Your Name and Email before you start the Quiz Name Email 1. ସହ ସମୀକରଣ x+y = 2 ଓ x-y = 0 ଲେଖଦ୍ୱୟର ଛେଦବିନ୍ଦୁର ସ୍ଥାନଙ୍କ କେତେ? (1,-1) (2,0) (0,2) (1,1) None 1 out of 10 2. ad+bc ab-cd ad-bc ab+cd None 2 out of 10 3. କେଉଁ ସହ ସମୀକରଣ ଯୋଡିର ଅନନ୍ୟ ସମାଧାନ ସମ୍ଭବ ? 2x-y+3 = 0, -4x +2y-6 = 0 x+y+1 = 0, x-y+1 = 0 x+y+2 = 0, x+y+3 = 0 2x-y+3 = 0, -6x+3y+5 = 0 None 3 out of 10 4. ନିମ୍ନସ୍ଥ କେଉଁ ବିନ୍ଦୁଟି 3x-y = 1 ସମୀକରଣର ଲେଖ ଉପରେ ଅବସ୍ଥିତ ନୁହେଁ ? (2,5) (0-1) (0,1) (1,2) None 4 out of 10 5. 2x+3y = 7 ଏବଂ 3x + 2y =3 ସହ ସମୀକରଣ ଦ୍ବୟକୁ ସମାଧାନ କରି x-yର ମାନ ସ୍ଥିର କର । 4 -4 2 -2 None 5 out of 10 6. x+y-1=0 ଏବଂ 2x+2y=2 ସହସମୀକରଣ ଦ୍ୱୟର ସମାଧାନ ସେଟ୍, ନିମ୍ନୋକ୍ତ ମଧ୍ଯରୁ କେଉଁଟି ? (1,0) (0,1) ଶୂନ୍ଯ ସେଟ୍. (Empty set) ଅସୀମ ସେଟ୍. (Infinite set) None 6 out of 10 7. ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଏକକ ଏବଂ ଦଶର ସ୍ଥାନର ଅଙ୍କ ଯଥାକ୍ରମେ x ଏବଂ y ଅଟେ । ଯଦି ସଂଖ୍ୟାଟି ଅଙ୍କ ଦ୍ୱୟର ସମଷ୍ଟିର ତିନି ଗୁଣ ଅଟେ ତେବେ x+10y = 3x 10y+x = 3(x+y) 10x+y = 3(x+y) 3(10y+x) =x+y None 7 out of 10 8. 'K' ର କେଉଁ ମୂଲ୍ୟ ପାଇଁ 3x+ky-9=0 ଓ ×+2y -3=0 ସହସମୀକରଣ ଦ୍ୱୟ ସଂଗତ ଏବଂ ନିର୍ଭରଶୀଳ ହେବେ? -2 2 6 -6 None 8 out of 10 9. ଦୁଇଟି ସଂଖ୍ୟାର ଯୋଗଫଳ 127 ଓ ସେମାନଙ୍କର ବିୟୋଗଫଳ 23 ହେଲେ ସଂଖ୍ୟା ଦ୍ୱୟ ନିର୍ଣ୍ଣୟ କର । 75,52 72,95 77,54 100,27 None 9 out of 10 10. x +y-3=0, 2x+2y-6=0 ସମୀକରଣ ଦ୍ୱୟ ଅସଂଗତ ସଂଗତ ଓ ସ୍ଵତନ୍ତ୍ର ସଂଗତ ଓ ନିର୍ଭରଶୀଳ ସ୍ଵତନ୍ତ୍ର ଓ ନିର୍ଭରଶୀଳ None 10 out of 10 Please fill in the comment box below. Time's up