Algebra Exercise-1(A) Linear Simultaneous Equation (ସରଳ ସହସମୀକରଣ) Quiz-1 Class 10th Odia Leave a Comment / Quiz / By Ritesh Attempt the first Quiz on Linear Simultaneous Equation Enter Your Name and Email before you start the Quiz Name Email 1. ସରଳ ସହସମୀକରଣ ଦୁଇଟି ସମାନ୍ତର ସରଳ ରେଖା ପରସ୍ପରକୁ କେତୋଟି ବିନ୍ଦୁ ରେ ଛେଦ କରିବେ 1 3 ଅସଂଖ୍ୟ 0 None 1 out of 10 2. ସରଳ ସହସମୀକରଣ 5x-4y+8=0 ଓ 7x+6y-9=0 ସମୀକରଣ ଦ୍ଵୟକୁ ନେଇ ଗଠିତ ସରଳ ରେଖା ରେଖାଦ୍ୱୟ: ପରସ୍ପର ଛେଦୀ ସମାନ୍ତର ଏକ ଓ ଅଭିନ୍ନ କୌଣସିଟି ବି ନୁହଁ None 2 out of 10 3. ସରଳ ସହସମୀକରଣ 9x+3y+12=0 ଓ 18x+6y+24=0 ସହସମୀକରଣ ଦ୍ୱୟ : ସଙ୍ଗତ ଓ ସ୍ଵତନ୍ତ୍ର ସଙ୍ଗତ ଓ ନିର୍ଭରଶୀଳ ଅସଙ୍ଗତ କୌଣସିଟି ବି ନୁହଁ None 3 out of 10 4. ସରଳ ସହସମୀକରଣ 6x-3y+10=0 ଓ 2x-y+9=0 ସମୀକରଣ ଦ୍ଵାରା ଗଠିତ ସରଳ ରେଖା ଦ୍ୱୟ: ପରସ୍ପର ଛେଦୀ ସମାନ୍ତର ଏକ ଓ ଅଭିନ୍ନ କୌଣସିଟି ବି ନୁହଁ None 4 out of 10 5. ସରଳ ସହସମୀକରଣ 3x+2y=5 ଓ 2x-3y=7 ସହସମୀକରଣ ଦ୍ୱୟ : ସଙ୍ଗତ ଓ ସ୍ଵତନ୍ତ୍ର ସଙ୍ଗତ ଓ ନିର୍ଭରଶୀଳ ଅସଙ୍ଗତ କୌଣସିଟି ବି ନୁହଁ None 5 out of 10 6. ସରଳ ସହସମୀକରଣ ଏକ ସରଳ ସହ ସମୀକରଣର କେତୋଟି ସମାଧାନ ରହିପାରିବ? କେବଳ ଗୋଟିଏ ଅସଂଖ୍ଯ ସମାଧାନ ଅସମ୍ଭବ ଉପୋରୋକ୍ତ ସମସ୍ତ None 6 out of 10 7. ସରଳ ସହସମୀକରଣ ସମାଧାନ ନ ଥିବା ସରଳ ସହସମୀକରଣ କାହାକୁ ଦର୍ଶାଏ ? ଦୁଇଟି ସମାନ୍ତର ରେଖା ଦୁଇଟି ପରସ୍ପର ଛେଦି ରେଖା ଦୁଇଟି ଏକ ଓ ଅଭିନ୍ନ ରେଖା ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ | None 7 out of 10 8. ଅସଂଖ୍ଯ ସମାଧାନ ଥିବା ସରଳ ସହସମୀକରଣ କାହାକୁ ଦର୍ଶାଏ ? ଦୁଇଟି ସମାନ୍ତର ରେଖା ଦୁଇଟି ପରସ୍ପର ଛେଦି ରେଖା ଦୁଇଟି ଏକ ଓ ଅଭିନ୍ନ ରେଖା ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ | None 8 out of 10 9. ସରଳ ସହସମୀକରଣ ଯଦି ସମୀକରଣ ଦ୍ବୟ ଅସଙ୍ଗତ ହୁଅନ୍ତି , ସେଥିରୁ ଆମେ କ’ଣ ବୁଝି ପାରିବା? ସେମାନଙ୍କର ଗୋଟିଏ ଅନନ୍ୟ ସମାଧାନ ଅଛି ସେମାନଙ୍କର ଅସୀମ ଅନେକ ସମାଧାନ ଅଛି ସେମାନଙ୍କର କୌଣସି ସମାଧାନ ନାହିଁ | ସେମାନଙ୍କର ଦୁଇଟି ସମାଧାନ ଅଛି None 9 out of 10 10. ସରଳ ସହସମୀକରଣ ଯଦି ସମୀକରଣ ଦ୍ବୟ ସ୍ବତନ୍ତ୍ର ହୁଅନ୍ତି , ସେଥିରୁ ଆମେ କ’ଣ ବୁଝି ପାରିବା? ସେମାନଙ୍କର ଗୋଟିଏ ଅନନ୍ୟ ସମାଧାନ ଅଛି ସେମାନଙ୍କର ଅନେକ ସମାଧାନ ଅଛି ସେମାନଙ୍କର କୌଣସି ସମାଧାନ ନାହିଁ ସେମାନଙ୍କର ଦୁଇଟି ସମାଧାନ ଅଛି None 10 out of 10 Please fill in the comment box below. Time's up