Geometry Exercise-2(A) Circle Quiz-1 (ବୃତ୍ତ) Class 10th Odia Leave a Comment / Quiz / By Ritesh Attempt the first quiz of Circle (Geometry) Enter Your Name and Email before you start the Quiz Name Email 1. 10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତରେ ଏକ ଜ୍ୟା ବୃତ୍ତର କେନ୍ଦ୍ରରୁ 6 ସେ.ମି. ଦୂରରେ ଥିଲେ ଜ୍ୟାର ଦୈର୍ଘ୍ୟ _____ 4 cm 16 cm 8 cm 32 cm None 2. ଦୁଇଟି ପରସ୍ପରଛେଦୀ ବୃତ୍ତ ପ୍ରତି ସର୍ବାଧିକ ଅଙ୍କିତ ସ୍ପର୍ଶକ ସଂଖ୍ୟା କେତେ ? 1 2 3 3ରୁ ଅଧିକ None 3. ଗୋଟିଏ ରେଖଖଣ୍ଡ ABକୁ ଏକ ବ୍ୟାସାର୍ଦ୍ଧ ରୂପେ ନେଇ ସର୍ବାଧିକ କେତୋଟି ବୃତ୍ତ ଅଙ୍କନ କରାଯାଇପାରିବ? 4 1 2 3 None 4. ଗୋଟିଏ ବୃତ୍ତର ବ୍ୟାସ 26 ସେ.ମି. । ବୃତ୍ତର କେନ୍ଦ୍ରଠାରୁ ଏକ ଜ୍ୟାର ଦୂରତା 5 ସେ.ମି. ହେଲେ, ଉକ୍ତ ଜ୍ୟାର ଦୈର୍ଘ୍ୟ କେତେ ସେ.ମି.? 12 24 18 Sqrt(651) None 5. ଦୁଇଟି ଏକ କେନ୍ଦ୍ରିକ ବୃତ୍ତ ମଧ୍ୟରୁ ବଡ ବୃତ୍ତର ଏକ ଜ୍ୟା AB, ସାନ ବୃତ୍ତକୁ P ବିନ୍ଦୁରେ ସ୍ପର୍ଶ କରେ । ବୃତ୍ତ ଦ୍ୱୟର ବ୍ୟାସାର୍ଦ୍ଧ 10 ସେ.ମି. ହେଲେ ABର ଦୈର୍ଘ୍ୟ କେତେ ସେ.ମି.? 24 8 16 20 None 6. ଦତ୍ତ ଚିତ୍ରରେ 10 4 6 8 None 7. ଗୋଟିଏ ବୃତ୍ତର କେନ୍ଦ୍ରଠାରୁ ବୃତ୍ତର ବହିସ୍ଥ ଏକ ବିନ୍ଦୁ Pର ଦୂରତା 10 ସେ.ମି. । P ଠାରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡର ଦୈର୍ଘ୍ୟ 6 ସେ.ମି. ହେଲେ, ବୃତ୍ତର ବ୍ୟାସ କେତେ ସେ।ମି. ହେବ ? 16 6 8 12 None 8. ଗୋଟିଏ ରେଖାଖଣ୍ଡ ସର୍ବାଧିକ _____ଟି ବୃତ୍ତର ଜ୍ୟା ହୋଇପାରିବ । 1 2 5 ଅସଂଖ୍ୟ None 9. ଗୋଟିଏ ବୃତ୍ତରେ ଏକ ଜ୍ୟାର ଗୋଟିଏ ପ୍ରାନ୍ତବିନ୍ଦୁ କେନ୍ଦ୍ରଠାରୁ 5 ସେ.ମି. ଦୂରରେ ଏବଂ ଜ୍ୟାଟିର ମଧ୍ୟବିନ୍ଦୁ କେନ୍ଦ୍ର ବିନ୍ଦୁଠାରୁ 3 ସେ.ମି. ଦୂରରେ ଥିଲେ ଜ୍ୟାର ଦୈର୍ଘ୍ୟ କେତେ? 4 ସେ.ମି. 3 ସେ.ମି. 8 ସେ.ମି. 16 ସେ.ମି. None 10. ଗୋଟିଏ ବୃତ୍ତରେ କେତୋଟି ବ୍ୟାସ ଥାଏ? 1 2 10 ଅସଂଖ୍ୟ None Please fill in the comment box below. Time's up